BREAKING
Loading...
:

ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୌଧଚାଲାଣ ବିରୋଧ ଦିବସ ପାଳିତ

 ଅନ୍ତର୍ଜାତୀୟ  ନିଶାଦ୍ରବ୍ୟ ସେବନ ଓ ଅବୌଧଚାଲାଣ ବିରୋଧ ଦିବସ ପାଳିତ l



କୋରାପୁଟ ତା 27/06 ଗତ ମେ ମାସ ରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୌଧ ଚାଲାଣ ବିରୋଧ ଦିବସ ଅବକାରୀ ବିଭାଗ ଓ ଜିଲା ସାମାଜିକ ସୁରକ୍ଷା  ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ମିଳିତ ଉଦ୍ୟମ ରେ ଏକ ସଚେତନା ରlଲି ଜିଲାପାଳ ଙ୍କ କରର୍ମଦ୍ଧମ୍ୟ ରେ ଉଦଘାଟନ ହେବାସହ ସ୍ଥାନୀୟ ଦକ୍ଷତା ତାଲିମ୍ ବିକାଶ କେନ୍ଦ୍ର ଠାରେ ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକ l ଅବକାରୀ ଅଧିକ୍ୟକ୍ଷ ଅରୁଣ ପାଢ଼ୀ ଡିପି ଏଚ ଓ ସାଇ ସ୍ୱରୂପ  ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧିକାରୀ ତରୁଣ ତପନ ପ୍ରହରାଜ ପ୍ରଜlପିତl ବ୍ରହ୍ମକୁମାରି ର ଯୋଗିନୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଓ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ନିଶାଦ୍ରବ୍ୟ ସେବନର କୁପରିମାଣ ଓ ଯୁବପିଢୀ କିପରି ତlଦ୍ୱାରା କବଳିତ ହେଉଛନ୍ତି ତା ଉପରେ ଦର୍ଶାଇ ଥିଲେ l ଅନ୍ଧଓ ମୁକ୍ ବଧିର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ l ଆଉ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପରିଷଦ ଅଧ୍ୟକ୍ଷl ସସ୍ମିତା ମେଲକା ଉଦଘାଟନ କରିଥିଲେ l  ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ସମତା ରାନୀ ଜେନା ମଞ୍ଚ ପରିଚଳନl କରିଥିଲେ l

ଏ ଉପଲକ୍ଷେ ଏକ ଶପଥ ପାଠ କରାଯାଇଥିଲା ଓ ପରେ ଏକ ସଚେତନା ନାଟକ ପରିବେଷଣ କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS