- ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା
- ୧୦୭ ପଦବି ପାଇଁ ୯,୦୬୧ ପ୍ରାର୍ଥୀ
- ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍
- ଆବେଦନକାରୀଙ୍କ ତାଲିକାରେ ବି.ଟେକ୍ ଓ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ
- ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍ ମାସକୁ ୧୮ ହଜାର ୩୬୦ ଟଙ୍କା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment