BREAKING
Loading...
:

ମୁଖ୍ୟମନ୍ତ୍ରୀ ଆମକୁ ପାଣି ନଦେଲେ ଆମେ ଆପଣଙ୍କ ଘର ସମ୍ମୁଖରେ ଧାରଣାର ଦେବୁ ବୋଲିଚେତାବନୀ ଦେଲେ ଗ୍ରାମବାସୀ

 ମୁଖ୍ୟମନ୍ତ୍ରୀ ଆମକୁ ପାଣି ନଦେଲେ ଆମେ ଆପଣଙ୍କ ଘର ସମ୍ମୁଖରେ ଧାରଣାର ଦେବୁ ବୋଲି ଚେତାବନୀ ଦେଲେ ଗ୍ରାମବାସୀ 


ପାଟଣା ସାହାରପଡା ବ୍ଲକ କଫୁଣ୍ଡି ପଞ୍ଚାୟତ ଚୁଟିଆପଶି ରେଙ୍ଗାଳବେଡା ଗ୍ରାମରେ ପିଇବା ପାଣି ଲାଗି ଅଭାବନୀୟ ପରିସ୍ଥିତି ଦେଖାଯାଇଛି ଏଠାରେ ଓଭର ହେଡ ପାଣି ଟାଙ୍କି ନିର୍ମାଣ ସରିଛି ହେଲେ ସାହିର ଏବେବି ଲୋକେ ବର୍ଷ ବର୍ଷର ପୁରୁଣା ଭଙ୍ଗା ଏକ ମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି ୧୦୦ ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରିଆସୁଛନ୍ତି 

ଏହି ନଳକୂଅ ଯଥେଷ୍ଟ ନଥିବା ବେଳେ ଏବେ ଏଥିରୁ ଗୋଳିଆ ପାଣି ସହ ବଡ଼ ବଡ଼ ପୋକ ବାହାରୁଛନ୍ତି ନଳକୂପ ରେ ବିଚିଙ୍ଗ୍ ପାଉଡର କି ସଫା ମଧ୍ୟ ହେଉନାହିଁ 

ଗାଁରେ ତେଣୁ ଝାଡ଼ାବାନ୍ତି ଆଶଙ୍କା ଦେଖା ଦେଲାଣି ଲୋକେ ଜୀବନ ବିକଳରେ ଏହି ପାଣି ପିଉଛନ୍ତି 

ଗାଁ ମହିଳାମାନେ ଗରା ବାଲଟି ଧରି ରାସ୍ତା ଉପରେ ପ୍ରତିବାଦ କରିଛନ୍ତି 


ଏଥିପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS