ସରକାରୀ ଜମି ଜବରଦଖଲ ମାମଲା: ଦୀର୍ଘ ବର୍ଷ ଦଖଲରେ ରହିଲେ ବି ବ୍ୟକ୍ତିଗତ ହୋଇପାରିବନାହିଁ
ଆଇନଗତ ସ୍ୱୀକୃତି ବିନା ସରକାରୀ ଜମିକୁ କେହି ଦୀର୍ଘବର୍ଷ ଧରି ନିଜ ଦଖଲରେ ରଖିଦେଲେ ଉକ୍ତ ଜମି ବ୍ୟକ୍ତିଗତ ହୋଇପାରିବ ନାହିଁ ବା ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ସାବ୍ୟସ୍ତ କରିପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق