ଇସ୍କନ_ମାୟାପୁରୀ_ମୁଖ୍ୟଙ୍କୁ_ଗଜପତିଙ୍କ_ଚିଠି -ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଗଜପତି ମହାରାଜାଙ୍କ ଚିଠି*
*-ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଏନେଇ ଚିଠି ଲେଖିଲେ ଗଜପତି*
*-ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ରହିଥିବାରୁ ପ୍ରଶ୍ନ ଉଠାଇଲେ*
*-ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ବି ଲେଖିଲେ*
*-ଗୋବର୍ଦ୍ଧନ ପୀଠ ଓ ଜୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରି ସାରିଛନ୍ତି.*
*-ପୁରୀ ହେଉଛି ଜଗନ୍ନାଥ ଧାମ, ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ.*
*-ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି*
*-ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲେଖିଛନ୍ତି.*
*-ଏପରି ସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ଅଛନ୍ତି.*
*-ତେଣୁ ଆପଣଙ୍କ ପ୍ରତିନିଧିଙ୍କୁ ‘ଧାମ’ ଶବ୍ଦ ବ୍ୟବହାର ନ କରିବାକୁ ବୁଝାନ୍ତୁ.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق