BREAKING
Loading...
:

ଆଭୋପା ପକ୍ଷରୁ ଥଣ୍ଡା ପାନୀୟ କେନ୍ଦ୍ର ଉଦଘାଟିତ

 ଆଭୋପା ପକ୍ଷରୁ ଥଣ୍ଡା ପାନୀୟ କେନ୍ଦ୍ର ଉଦଘାଟିତ


(ମଣିଭଦ୍ରା ଖବର) ପ୍ରବଳ ଗ୍ରୀଷ୍ମ ରେ ପଥିକ ଙ୍କ ଜଲକଷ୍ଟ ନିବାରଣ ନିମନ୍ତେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆର୍ଯ୍ୟ ବସ୍ୟ ଅଫିସର ଓ ପ୍ରଫେଶନାଲ ଏସୋସିଏସନ ( ଆଭୋପା ) ପକ୍ଷରୁ ବଡ଼ବଜାର ଛକ ଠାରେ ଦୁଈ ମାସ ନିମନ୍ତେ ଏକ ଥଣ୍ଡା ଜଳ କେନ୍ଦ୍ର   ସଭାପତି ପି ବୁଚି ବାବୁ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭlବେ ବିଶିଷ୍ଟ ସମାଜସେବୀ ତଥା ମହାନ ସଙ୍ଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନ ର ମହତ କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ସଦସ୍ୟ ଭି ରବି କୁମାର ଗୁପ୍ତା, ସମ୍ପାଦକ ଏ ଗୋବିନ୍ଦ ରାଜୁ, କୋଷାଧକ୍ଷ କେ କ୍ରିଷ୍ଣା ରାଓ ଙ୍କ ସହଯୋଗରେ ପି ପରମେଶ,ପି ପ୍ରଭlକର ରାଓ, ଭି ବାଳକ୍ରୀଷ୍ଣା ରାଓ, ଭି ସତୀଶ କୁମାର, ଏମ. ଭି.ଭାଷାନ, ନାଗେଶ୍ୱର ରାଓ ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ପଥିକ ମାନଙ୍କୁ ଥଣ୍ଡା ଜଳ ଓ ଚଲା ବଣ୍ଟନ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS