BREAKING
Loading...
:

କିଶୋର ପ୍ରସାଦରେ ବର୍ଷା ପବନରେ ଭାଙ୍ଗିଲା ଆମ୍ବଗଛ,ରାସ୍ତା ଅବରୋଧ

 କିଶୋର ପ୍ରସାଦରେ ବର୍ଷା ପବନରେ ଭାଙ୍ଗିଲା ଆମ୍ବଗଛ,ରାସ୍ତା ଅବରୋଧ



ଗଣିଆ - ଗଣିଆରେ ଆଜି ରାତି ୯ ଘଟିକା ସମୟରେ ପ୍ରବଳ ଘଡଘଡି ବର୍ଷା ପବନ ହୋଇଥିବା ଜଣାପଡିଛି । ପବନର ବେଗ ଏତେ ଥିଲା ଯେ ବିଦ୍ୟୁତ୍ ତାର ଛିଣ୍ଡିବା ସହିତ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡିରହିଥିଲା । ଗଣିଆ ବ୍ଳକ କିଶୋର ପ୍ରସାଦ ଏକ ବିରାଟ ଆମ୍ବଗଛ ପଡ଼ିବା ସହିତ ୧ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛି ।



 ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ କର୍ମଚାରୀ ପହଞ୍ଚି କଟର ସାହାର୍ଯ୍ୟରେ ଗଛ କାଟିବା ଆରମ୍ଭ କରିଥିଲେ । ଏବଂ ରାସ୍ତାରେ ପଡ଼ିଥିବା ଡାଳ ଗୁଡ଼ିକୁ ପରିସ୍କାର କରିଥିଲେ । ତେବେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାବେଳେ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


Post a Comment

Previous Post Next Post
Header ADS