ବାଂଲାଦେଶୀଙ୍କୁ ଚିହ୍ନଟ ଓ ତଡ଼ିପାର ପାଇଁ ଦାବି
ବିଞ୍ଝାରପୁର,: ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ବିଞ୍ଝାରପୁର ଅଞ୍ଚଳରେ ବହୁ ବାଂଲାଦେଶୀ
ମାନେ ବିଭିନ୍ନ ଛଦ୍ମ ବେଶରେ ରହିଛନ୍ତି I ଏମାନେ ତଞ୍ଚକତା କରି ନରି ଆଧାରକାର୍ଡ ହାତେଇ ରାସନ ସାମଗ୍ରୀ ନେବା ସହିତ ରାଜ୍ୟ ଜ୍ୟ ଓ ଓ ଦେଶ ଦେ ସୁରକ୍ଷା କ୍ଷେତ୍ରରେ ବାଧକ ସାଜିଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ତଡ଼ିପାର କରିବା ସହିତ ଏମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଞ୍ଝାରପୁର ବଜରଙ୍ଗ ଦଳ | ଦଳ ତରଫରୁ ଆଜି ସ୍ଥାନୀୟ ବିଡିଓ, ଥାନା ଅଧିକାରୀ ଓ ଯୋଗାଣ ଅଧୂକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କୁ ଚିହ୍ନଟ କରି ରାସନ ବନ୍ଦ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦଳ ଦାବି କରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق