*ସୃଷ୍ଟି_ହେଲା_ଲଘୁଚାପ*
*ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ।*.
*୨_୩_ଦିନ_ଭିତରେ_ଓଡ଼ିଶା_ଛୁଇଁବ_ମୌସୁମି*
*ମୌସୁମି ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ*
*୨୪ ତାରିଖରେ କେରଳ ଛୁଇଁଛି ମୌସୁମି*
*ରାଜ୍ୟରେ ଜାରି ରହିଛି ପ୍ରାକ ମୌସୁମି ବର୍ଷା*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق