*କାଠଯୋଡ଼ିରେ_ବୁଡ଼ି_ଇଞ୍ଜିନିୟର_ମୃତ*
*-କଟକ: କାଠଯୋଡ଼ିରେ ବୁଡ଼ି ଜଣେ ଇଞ୍ଜିନିୟର ମୃତ*
*-ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ, ଖୋଜାଖୋଜି ଜାରି*
*-ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ବୁଡ଼ିଗଲେ*
*-୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଅଘଟଣ*
*-କଟକ SCB ନିର୍ମାଣାଧୀନ କାର୍ଯ୍ୟରେ ମୁତୟନ ଥିଲେ*
*-ଉଭୟେ ମହାରାଷ୍ଟ୍ରର, ଗଭୀରତା ନେଇ ଅବଗତ ନ ଥିଲେ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق