BREAKING
Loading...
:

ଓୟୋ_ଯାଇ_ପ୍ରାଣ_ଗଲା #ପୁରୁଷ_ବନ୍ଧୁକୁ_ଜେରା

 



#ଓୟୋ_ଯାଇ_ପ୍ରାଣ_ଗଲା #ପୁରୁଷ_ବନ୍ଧୁକୁ_ଜେରା

-ଭୁବନେଶ୍ବର: ଓୟୋ ତଳୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ଘଟଣା

-ଖଣ୍ଡଗିରି ଜାଗମରା ପଞ୍ଚଶଖା ନଗରରୁ ମିଳିବା ପରେ ତନାଘନା

-ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା’

-ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କଲେ

-ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ସିସିଟିଭି ଜବତ କଲା ପୋଲିସ

-ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS