BREAKING
Loading...
:

ପଦାରେ ପଡିଲା ବ୍ରହ୍ମପୁର ମହାନଗର ନିଗମ ର ଅସଲ ମୁଖା

 ପଦାରେ ପଡିଲା ବ୍ରହ୍ମପୁର ମହାନଗର ନିଗମ ର ଅସଲ ମୁଖା! 


(ମଣିଭଦ୍ରା ଖବର) ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ଯ ରେ ଥିବା ପ୍ରୀୟା ପ୍ରୀତି ଏବେ ହାଟରେ ପଡି ଦାଣ୍ଡ ରେ ଗଡିବାକୁ ବସିଛି।ମାତ୍ର ଗୋଟିଏ ବର୍ଷ ଭିତରେ ଗୋଟିଏ ରାସ୍ତା କୁ ଦୁଇ ଦୁଇ ଥର ଟେଣ୍ଡର କରି ଅର୍ଥ ଆତ୍ମସାତ କରାଯାଇଥିବା ଭଳି ଆସିଛି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ଲାଞ୍ଜିପଲ୍ଲି ଠାରୁ କାଞ୍ଜିଆମା ମନ୍ଦିର ଟିକଟ ଦେଇ ଜାତିୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତାଟି ନିର୍ମାଣ ହେବାର କେଇଟା ମାସ ନ ପୁରଣ ହେଉଣୁ ପୁଣି ଏବେ ରାସ୍ତା ପକାଯାଇଥିବା ଦେଖିବାକୁ ମିଳିଛି । ପୁର୍ବ ରାସ୍ତାର ଟି କେଇଟା ମାସ ମଧ୍ଯ ରେ ଖାଲ ଖମା ସୃଷ୍ଟି ହେବା ଯୋଗୁ ଦୋଷ ଦୃବଳ କୁ ଲୁଚାଇବା ଲାଗି ରାସ୍ତା ଉପରେ ପୁଣିଥରେ ରାସ୍ତା ନିର୍ମାଣ କରି ସରକାରଙ୍କ ତହବିଲ୍ ରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ ହେଉଥିବା ଅଭିଯୋଗ ହୋଇଛି। ହେଲେ ସବୁ ଜାଣି ସୁଣି ଜେମିତି ନିରବଦ୍ରଷ୍ଟା ସାଜିଛନ୍ତି ମହାନଗର ନିଗମ କମିଶନର।  ଜାହାର ଅଭିଯୋଗ ଏବେ ଦୁର୍ନୀତି ନିବାରଣ ବିଭାଗ ଜିବା ଲାଗି ସଜବାଜ ହେଉଥିବା  ନିଗମ କତୃପକ୍ଷ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS