BREAKING
Loading...
:

ଭଡ଼ାରେ_ସରକାରୀ_କ୍ବାର୍ଟର୍ସ: ଉଚ୍ଛେଦ_ଜାରି୍*

 


*ଭଡ଼ାରେ_ସରକାରୀ_କ୍ବାର୍ଟର୍ସ: ଉଚ୍ଛେଦ_ଜାରି୍*

*-ଭୁବନେଶ୍ବରରେ ଭଡ଼ାରେ ଲାଗିଥିବା ସରକାରୀ କ୍ବାର୍ଟର୍ସରୁ ଉଚ୍ଛେଦ*

*-ୟୁନିଟ୍‌-୨ ଅଞ୍ଚଳରେ ଜବରଦଖଲ କ୍ବାର୍ଟର୍ସରୁ ଉଚ୍ଛେଦ ଜାରି*

*-ଲଗାତାର ଦ୍ବିତୀୟ ଦିନରେ ମିଳିତ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ*

*-୯୦ କ୍ବାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି କହିଲେ ସ୍କ୍ବାଡ୍‌*

*-୧୧ଟି କ୍ବାର୍ଟର୍ସରୁ ଉଚ୍ଛେଦ ଶେଷ, ଆଗକୁ ଜାରି ରହିବ କହିଲେ*

*-ଉଚ୍ଛେଦ ବେଳେ ସ୍କ୍ବାଡ୍‌ଙ୍କୁ ବିରୋଧ କଲେ କିଛି ଲୋକ*

*-ମୁହାଁମୁହିଁ ସ୍ଥିତି, ସ୍କ୍ବାଡ୍‌ଙ୍କୁ ଗଣମାଧ୍ୟମ ସାମ୍ନାରେ ଗାଳିଗୁଲଜ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS