*ଭଡ଼ାରେ_ସରକାରୀ_କ୍ବାର୍ଟର୍ସ: ଉଚ୍ଛେଦ_ଜାରି୍*
*-ଭୁବନେଶ୍ବରରେ ଭଡ଼ାରେ ଲାଗିଥିବା ସରକାରୀ କ୍ବାର୍ଟର୍ସରୁ ଉଚ୍ଛେଦ*
*-ୟୁନିଟ୍-୨ ଅଞ୍ଚଳରେ ଜବରଦଖଲ କ୍ବାର୍ଟର୍ସରୁ ଉଚ୍ଛେଦ ଜାରି*
*-ଲଗାତାର ଦ୍ବିତୀୟ ଦିନରେ ମିଳିତ ସ୍କ୍ବାଡ୍ ପକ୍ଷରୁ ଉଚ୍ଛେଦ*
*-୯୦ କ୍ବାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି କହିଲେ ସ୍କ୍ବାଡ୍*
*-୧୧ଟି କ୍ବାର୍ଟର୍ସରୁ ଉଚ୍ଛେଦ ଶେଷ, ଆଗକୁ ଜାରି ରହିବ କହିଲେ*
*-ଉଚ୍ଛେଦ ବେଳେ ସ୍କ୍ବାଡ୍ଙ୍କୁ ବିରୋଧ କଲେ କିଛି ଲୋକ*
*-ମୁହାଁମୁହିଁ ସ୍ଥିତି, ସ୍କ୍ବାଡ୍ଙ୍କୁ ଗଣମାଧ୍ୟମ ସାମ୍ନାରେ ଗାଳିଗୁଲଜ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment