BREAKING
Loading...
:

ଆମର ନୂତନ ପୁଣ୍ୟପିତା ଲେଓ -14

 *ଆମର ନୂତନ ପୁଣ୍ୟପିତା ଲେଓ -14* 

    

  କାଥୋଲିକ ଇତିହାସରେ ପ୍ରଥମ ଆମେରିକୀୟ ଯିଏ ପୁଣ୍ୟପିତା ନିର୍ବାଚିତ ହୋଇଛନ୍ତି l ସମୁଦାୟ 266 ଜଣ ପୋପ ମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଦେଶରୁ ପ୍ରାୟ ହେଉଥିଲେ l 

ଆମେରିକାର ଚି଼କାଗୋ ସହର ର କାର୍ଡିନାଲ ରୋବେର୍ଟ ଫ୍ରାନସିସ ପ୍ରିଭୋସ୍ତ 

 267 ତମ ପୁଣ୍ୟପିତା ହେଲେ l 

ସେ ତାଙ୍କ ପାଇଁ ନୂତନ ନାମ ବାଛି 

ଲେଓ - 14 ଵା *ଚଡ଼ୁର୍ଦଶ ଲେଓ* ରଖିଲେ ( ଆରିକାରେ କେବଳ ଶତକଡା ପ୍ରାୟ 20 ଭାଗ ଲୋକ କାଥୋଲିକ ଅଟନ୍ତି l ଅବଶିଷ୍ଟ ଅଧିକାଂଶ ପ୍ରୋଟେଷ୍ଟାଣ୍ଟ ଅଟନ୍ତି l କିନ୍ତୁ ଡୋନାଲଡ ଟ୍ରମ୍ପ କବିନେଟ 5/ 6 ଜଣ କାଥୋଲିକ ଅଛନ୍ତି )

ନୂତନ ନିର୍ବାଚିତ ପୁଣ୍ୟପିତା, ତାଙ୍କ କାର୍ଡିନାଲ ପଦବୀରେ ଥିବା ସମୟରେ ଅନେକ ଅତିରିକ୍ତ ପଦ ପଦବୀ ରେ ଵା ଵିଭିନ୍ନ ପ୍ରକାର ଧାର୍ମିକ ଅନୁଷ୍ଠାନ ର ଦାୟିତ୍ୱ ନେଇଥିଲେ l ସେ ସବୁର ଲିଷ୍ଟ ବହୁତ ଲମ୍ବା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS