*୪୫_ଟପିଲା_ପାରଦ*
*-ଜଳୁଛି ପଶ୍ଚିମ ଓଡ଼ିଶା: ଝାରସୁଗୁଡ଼ାରେ ୪୫ ଟପିଲା ପାରଦ*
*-ଝାରସୁଗୁଡ଼ା ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ*
*-ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଟପିଲା ପାରଦ*
*-ସମ୍ବଲପୁର ୪୩, ହୀରାକୁଦ ୪୨.୪, ରାଉରକେଲା ୪୨*
*-କେନ୍ଦୁଝର ୩୮.୩, ଚାନ୍ଦବାଲି ୩୮.୨, ବାଲେଶ୍ବର ୩୭ ଡିଗ୍ରୀ*
*-ଭୁବନେଶ୍ବର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment