ଆସନ୍ତା 23 ତାରିଖ ଅର୍ଥାତ୍ ବୁଧବାର ଦିନ ବ୍ରହ୍ମପୁର ଗ୍ରସ୍ତ ରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ
ଆସନ୍ତା 23 ତାରିଖ ଅର୍ଥାତ୍ ବୁଧବାର ଦିନ ବ୍ରହ୍ମପୁର ଗ୍ରସ୍ତ ରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ଆସୁଥିବା ନେଇ ସୂଚନା। ସୂଚନା ପ୍ରକାରେ ରେ ସନ୍ଧ୍ୟା ସମୟ ରେ ବ୍ରହ୍ମପୁର ସ୍ଥିତ ବାପୁଜୀ ଆଶ୍ରମ ତଥା ପୂର୍ବ ଜିଲ୍ଲା କଂଗ୍ରେସ ଭବନ ଠାରେ କଂଗ୍ରେସ ଦଳ ର ଆଗଧାଡି କର୍ମୀ ସହ ଦଳୀୟ କର୍ମକର୍ତ୍ତା ସହ ଆଲୋଚନା ସହ ସଭା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment