BREAKING
Loading...
:

ଖଣ୍ଡପଡ଼ାରେ କଂଗ୍ରେସର ମଶାଲ ଶୋଭାଯାତ୍ରା

 ଖଣ୍ଡପଡ଼ାରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସମଗ୍ର ରାଜ୍ୟରେ ମହିଳାଙ୍କୁ ଅତ୍ୟାଚାର  ନାବାଳିକା ଦୁଷ୍କର୍ମ  ଦରଦାମ ବୃଦ୍ଧି ସାଙ୍ଗକୁ ରନ୍ଧନ ଗ୍ୟାସ୍ ମୂଲ୍ଯ ବୃଦ୍ଧି  ବେକାରୀ ସମସ୍ୟା  ଓ ରାଜ୍ଯ ସରକାରଙ୍କ  ମନମୁଖୀ କାରବାର ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସଂନ୍ଧ୍ଯାରେ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ନେତ୍ରୀ ବୈଜୟନ୍ତୀମାଳା ମହାନ୍ତିଙ୍କ ନେତୃତ୍ବରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ଖଣ୍ଡପଡ଼ା ଓ ଭାପୁର ବ୍ଳକ ଅଞ୍ଚଳରୁ ୧୦୦ ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ କର୍ମକର୍ତ୍ତାଙ୍କ ସମେତ ମହିଳାମାନେ ସାମିଲ ହୋଇଥିଲେ। କଂଗ୍ରେସ ନେତ୍ରୀ ଶ୍ରୀମତୀ ମହାନ୍ତି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଅପାରଗତାକୁ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା ଚରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS