ଭିଜିଲାନ୍ସ ଜାଲରେ ଶରଣକୁଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ
ନୟାଗଡ (ବ୍ୟୁରୋ) ପୁଣି ଖାକିରେ ଲାଗିଛି କଳଙ୍କ । ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଣେ ପୋଲିସ ଅଫିସର । ନୟାଗଡ ଜିଲ୍ଲା ଶରଣକୁଳ ଥାନା ଏସଆଇ ରାଜେଶ କୁମାର ଶ୍ରୀଚନ୍ଦନ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ମଣିଭଦ୍ରା ଖବର,ନୟାଗଡ
Post a Comment