BREAKING
Loading...
:

ବିଷମକଟକ ଲ୍ୟାମ୍ପସ ତରଫରୁ ୨୦୨୪ - ୨୫ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ l

 ବିଷମକଟକ ଲ୍ୟାମ୍ପସ ତରଫରୁ ୨୦୨୪ - ୨୫ ବାର୍ଷିକ ସାଧାରଣ ସଭା  ଅନୁଷ୍ଠିତ l

ବିଷମକଟକ (ମଣିଭଦ୍ରା ଖବର) ଲ୍ୟାମ୍ପସ ତରଫରୁ 2024-25  ବାର୍ଷିକ ସାଧାରଣ ସଭାଆୟଜିତ ହୋଇଥିଲା  ଉକ୍ତ ସଭାରେ ଲ୍ୟାମ୍ପସ ଦ୍ୱାରା କାର୍ଯ୍ୟକାରୀ ହେଉଥବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲଚନା କରାଗଲା ଓ ୨୦ ୨୫- ୨୬  ଆର୍ଥିକ ବର୍ଷରେ ସମିତି ଚାଷୀ ଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟ କରିବ ତାହା ସର୍ବସମ୍ମତି ଙ୍କ ଠାରେ ସମିତିର ପରିଚାଳନା ନିର୍ଦ୍ଧେଶକ ପଠନ କରିଥିଲେ। ତା ସହିତ ଚାଷୀ ଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା  ତତ୍ ସହିତ ସମିତି ରୁ ଯେଉଁ ଚାଷୀ ନିୟମିତ ଋଣ ଠିକ୍ ସମୟ ରେ ପରିଷଧ  କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଥିଲା ଯଥା ବି ନାଗେଶ୍ଵର ରାଓ ,ମାଧବ କୁଣ୍ଡିକା କୁମୁଟାଡି ମାଣ୍ତିକା ଓ ଲକ୍ଷ୍ମଣ ମାଣ୍ଡିକା ଙ୍କୁ ସମ୍ମାନିତ କରାଯାଇ ଥିଲା  ତା ସହିତ ସମିତି ର କର୍ମଚାରି ମାନଙ୍କ ମଧ୍ୟରୁ ସର୍ବଚ୍ଚ ଫାଇନାସ କରିଥିବା କର୍ମଚାରି ଚିତ ରଞ୍ଜନ ପଣ୍ଡା ଙ୍କୁ ପୁରଷ୍କୃତ କାରାଗଲା । ଉକ୍ତ ଶୋଭାରେ ସମିତି ର ସଭାପତି ଶିରି କୁମ୍ବୁରୁକା , KCC ବ୍ୟାଙ୍କ  ତରଫରୁ  ବାମଦେବ ପଟ୍ଟନାୟକ  , ମାର୍କଫେଡ଼ ମ୍ୟାନେଜର  ତାପସ ସାରଙ୍କ ସହିତ ସମିତି ର ସମସ୍ତ କର୍ମଚାରୀ , ସଦସ୍ୟ / ସଦସ୍ୟା ଓ ବହୁ ସଂଖ୍ୟାରେ ସମସ୍ତ ଚାଷୀ ଉପସ୍ଥିତ ରହିଥିଲେ । ଅତି ସୁନ୍ଦର ଭାବେ ଉକ୍ତ ଶୋଭା ଟିକୁ ସମିତି ର  ନିର୍ଦ୍ଦେଶକ ଶାନ୍ତୁନୁ ସାହୁ ପରିଚାଳନା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS