*ECG ରିପୋର୍ଟ ଗାଏବ କଥା ସତ...*
*- ନବ ଦାସ ହତ୍ୟା: ଖୋଲିଲା ECG ରିପୋର୍ଟ ଗୁମର*
*- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ECG ରିପୋର୍ଟ ଗାଏବ କଥା ସତ ପ୍ରମାଣିତ*
*- କ୍ରାଇମ୍ବ୍ରାଞ୍ଚକୁ ମିଳିଲା ନାହିଁ ECG ରିପୋର୍ଟ*
*- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟଣା ଦିନ ହୋଇଥିଲା ନବଙ୍କ ECG*
*- ECG କରିଥିବା ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ ବେଳେ ଖୋଲିଲା ଗୁମର*
*- ଯାହା ବୟାନ ରେକର୍ଡ କରାଯାଇଛି କୋର୍ଟରେ ଦାଖଲ କରାଯିବ*
*- ସୂଚନା ଦେଲେ କ୍ରାଇମବ୍ରାଞ୍ଚ୍ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ
ମଣିଭଦ୍ରା ଖବର, କଟକ
إرسال تعليق