BREAKING
Loading...
:

ଆକ୍ସନ ମୁଡ଼ ରେ ଜୟପୁର ପୋଲିସ

 ଆକ୍ସନ ମୁଡ଼ ରେ ଜୟପୁର ପୋଲିସ  

କୋରାପୁଟ (ମଣିଭଦ୍ରା ଖବର) 


ଆକ୍ସନ ମୁଡ଼ କୁ ଆସିଯାଇଛି ଜୟପୁର ପୋଲିସ ଦୀର୍ଘ ଦିନ ହେଲା ପୋଲିସ ଆଖିରେ ରେ ଧୂଳି ଦେଇ ଫେରାର ଥିବା  ଗଂଜେଇ ମାଫିଆ ରଂଜିତ ବାଘ ଏବଂ ତାର ସାଥି ଙ୍କୁ ଜୟପୁର ପୋଲିସ କାଲି ରାତି ରେ ପେଟ୍ରୋଲିଙ୍ଗ କରିବା ସମୟରେ ଏ ମlନଙ୍କୁ ବୌପାରୀଗୁଡା ରାସ୍ତା ରୁ ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ଧରିଥିବା ବେଳେ ସେମାନଙ୍କ ନିକଟରୁ  4ଟି ଦାମୀ ଗାଡି ବନ୍ଧୁକ ସମେତ ଗଂଜେଇ ଜବତ କରିଥିବା ବେଳେ ପୋଲିସ ମଧ୍ୟ୍ୟ ଏହିପ୍ରକାର କାଯ୍ୟlନୁଷ୍ଠାନ ଆଗାମୀ ଦିନ ରେ ଅବ୍ୟାହତ ରହିବ ବୋଲି ଅପରାଧୀ ଙ୍କୁ ସତର୍କ କରେଇଦେଇଛି l  ଅପରାଧୀ ଗୁଡିକ ହେଲେ ରଂଜିତ ବାଘ ସନୁ ମଙ୍ଗରିଆ କାର୍ତିକ ବାଘ ଗୌତମ ବାଘ ରବୀନ୍ଦ୍ର ବାରିକ କରଣ ହରିଜନ ବିହାର ର ରାହୁଲ କୁମାର ଏମାନଙ୍କ ନାମରେ  ବିଭିନ୍ନ ଥାନା ରେ ରାଜହlନି  ଟଙ୍କା ଆଦାୟ ଭଳି ସଂଗୀନ ଅଭିଯୋଗ ରହିଥିବା ବେଳେ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ କୋରାପୁଟ ଏସ ପି ରୋହିତ ଶର୍ମା ମନୋଜ ଜୟପୁର ଅତିରିକ୍ତ ଏସ ପି ମନୋଜ ପୂଜାରୀ ଜୟପୁରଟାଉନ ଏବଂ ସଦର ଥାନା ଅଧିକାରୀ ସାମିଲ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS