BREAKING
Loading...
:

ନର୍ସିଙ୍ଗ୍ କଲେଜରେ ଛତ୍ରପତି ଶିବାଜି ମହାରାଜଙ୍କ ଜୟନ୍ତୀ ପାଳିତ

 ନର୍ସିଙ୍ଗ୍ କଲେଜରେ ଛତ୍ରପତି  ଶିବାଜି ମହାରାଜଙ୍କ ଜୟନ୍ତୀ ପାଳିତ

  


ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ଅନ୍ତର୍ଗତ ଝୁଲେନ୍ ପୋଲ ନିକଟସ୍ଥ ନର୍ସିଙ୍ଗ୍ କଲେଜ ପ୍ରାଙ୍ଗଣରେ ଛତ୍ରପତି ଶିବାଜୀ ମହାରାଜଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସୁଶ୍ରୀ କୁମୋଦିନୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଓ ଆଦିବାସୀ ନେତା ରମେଶ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରପତୀ ଶିବାଜୀଙ୍କ ବିରତ୍ଵର ଗାଥା ପ୍ରକାଶ କରିଥିଲେ । ଶେଷରେ ଶୁଶ୍ରୀ ଅମ୍ବିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଵାଲମତୀ ଦେହୁରୀ ନର୍ସିଂଙ୍ଗ୍ କଲେଜର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS