BREAKING
Loading...
:

ଡକାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

 ଡକାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ 


କଣ୍ଟାମାଳ (ମଣିଭଦ୍ରା ଖବର) ଡକାୟତି ଯୋଜନା ପଣ୍ଡ କଲା ମନମୁଣ୍ଡା ପୋଲିସ । ଗୁଦୁଗୁଦା ଛକ ରେ ଯୋଜନା କରୁଥିବା ବେଳେ ଚଢାଉ କଲା ପୋଲିସ । ୩ ଜଣ ଆନ୍ତଃରାଜ୍ୟ ଡକାୟତ ଙ୍କୁ ଗୋଡ଼ାଇ ଗୋଡ଼ାଇ ଦଶପଲ୍ଲା ରେ ଧରିଲା ପୋଲିସ। ଗୁଦୁଗୁଦା ରୁ ଦଶପଲ୍ଲା ୧୪୦ କିମି ପର୍ଯ୍ୟନ୍ତ ଗୋଡ଼ାଇ ଧରିଲା ପୋଲିସ। ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ୩ ଟି ଆଇରନ ରଡ୍, କାର ଜବତ। ସମସ୍ତ ଡକାୟତ ଛତିଶଗଡ ର ହୋଇଥିବା ସୂଚନା । ଡକାୟତ ଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ।ଗିରଫ ଅଭିଯୁକ୍ତ ଛତିଶଗଡ ଜଞ୍ଜିରଚମ୍ପା ଜିଲ୍ଲାର ରଙ୍ଗ ଚନ୍ଦ୍ର ସାହୁ, ଦୟାବନ୍ତ ବାରେଥ ଓ ନାବାଳକ ଜଣକ ମହାସମୁଣ୍ଡ ଜିଲ୍ଲାରେ ୧୭ ବର୍ଷୀୟ ରାଜେଶ୍ ଲାହରେ। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS