୮୯ ତମ ପୁଣ୍ୟ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ଉତ୍ସବ ପାଳନ ସମାରୋହ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଏନ୍ ସି ୧୦ ନମ୍ବର ୱାର୍ଡ଼ ବ୍ରାହ୍ମଣ ସାହି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ରେ ଆଜି ୮୯ ତମ ପୂଣ୍ୟ ର୍ତ୍ତୀମୃତି ଶିବ ଯୟନ୍ତି ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନ ର ମୂଖ୍ୟ ପରିଚାଳକ ଡଃ ଗୋପବନ୍ଧୁ ମିଶ୍ର ,ମୂଖ୍ୟ ଅତିଥି ଦୁଷ୍ମନ୍ତ କୁମାର ସ୍ବାଇଁ ସମ୍ମାନନୀୟ ଅତିଥି ଚିତ୍ତରଞ୍ଜନ ମିଶ୍ର, ମନୋଜ ଦାସ , ଭୂବନେ ସ୍ଵର ଫରେଷ୍ଟର ପାର୍କ ର ମୂଖ୍ୟ ସଞ୍ଚଳିକା ବି କେ ଗିତା ମୂଖ୍ୟ ବକ୍ତା ଭାବେ ଯୋଗଦାନ ଦେଇଥିଲେ। ଡଃ ଗୋପବନ୍ଧୁ ମିଶ୍ର ଙ୍କ ପରମ ପିତା ଙ୍କ ବିଭିନ୍ନ ପୂଜା ପର୍ବରେ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରୁଥିବା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ସମ୍ମାନନୀୟ ଅତିଥି ଚିତ୍ତରଞ୍ଜନ ମିଶ୍ର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ। ଦୀପ ପ୍ରଜ୍ବଳନ କରି ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଇ ଭୋଗ ଖାଇ ବୃକ୍ଷ ରୋପଣ କରି ବା ପାଇଁ ସମସ୍ତ ଙ୍କୁ ଆହ୍ବାନ ଦେଇଥିବାରୁ ତାଙ୍କୁ ସମସ୍ତେ ଧନ୍ୟବାଦ୍ ଜଣାଇଥିଲେ।ଆଗକୁ ଥିବା ଜାଗର ଅମାବାସ୍ୟାରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛୁ କହି ବୈଠକ ସମାପନ ହୋଇଥିଲା।
ମଣିଭଦ୍ରା ଖବର ଖଣ୍ଡପଡ଼ା ବ୍ଳକ
إرسال تعليق