BREAKING
Loading...
:

ଘନ କୁହୁଡି ରେ କବଳିତ କୋରାପୁଟ ସହର

 ଘନ କୁହୁଡି ରେ କବଳିତ କୋରାପୁଟ ସହର 

କୋରାପୁଟ (ମଣିଭଦ୍ରା ଖବର) ଦିନ କୁ ଦିନ ତାପମାତ୍ରା ବୃଦ୍ଧି ପାଇବାକୁ ଆରମ୍ଭ କଲାବେଳେ ଅନ୍ୟପଟେ ଏବେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ସକାଳୁ କୁହୁଡି ଜନଜୀବନ କୁ ଅସ୍ତ ବ୍ୟସ୍ତ କଲାଣି ଏପରିକି ଆଜି ସକାଳ ନଅ ଟା ଯାଏଁ ଘନ କୁହୁଡିର ଚାଦର ଭିତରେ କୋରାପୁଟ ସହର ଆଚ୍ଛାଦିତ ହୋଇଥିବାର ଦେଖିବାକୁ ମିଳିଥିଲା ଏପରିକି ଜାନ ବlହlନ ବି ଲାଇଟ ଲଗେଇକି ଯାତାୟାତ କରୁଥିବାର ଦେଖା ଯାଇଥିଲା ଆଗାମୀ ଆହୁରି ଦୁଇ ଦିନ ଏହି ପରି ଅବସ୍ଥା ଦେଖିବାକୁ ମିଳିବ ବୋଲି ଜିଲ୍ଲା ଜରୁରୀ କାଳୀନ ବିଭାଗ ତରଫରୁ ପ୍ରକlଶ l ସୂଚନା ଯୋଗ୍ୟ ଏଇ କିଛି ଦିନ ହେଲା ଜିଲାରେ ଶୀତ ସାଙ୍ଗକୁ ଘନ କୁହୁଡି ଜିଲ୍ଲା ବାସୀ ଙ୍କୁ କଲବଲ କରୁଥିବା ବେଳେ ଆଜିର ସତୁରି ରୁ ଅଶିଏ ମିଟର ଯାଏଁ ଏହା ଆକାଶ ରେ ଦୃଶ୍ୟମାନ ହୋଇଥିବାର ବିଭାଗ ତରଫରୁ ସୂଚନା ରହିଛି l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS