BREAKING
Loading...
:

ଚେନ୍ନାଇ ରେ କାର୍ଯ୍ୟରତ ବିବାହିତ ଓଡିଆ ମହିଳାଙ୍କ ଅଚାନକ ନିଖୋଜ

 

ଚେନ୍ନାଇ ରେ କାର୍ଯ୍ୟରତ ବିବାହିତ ଓଡିଆ ମହିଳାଙ୍କ ଅଚାନକ ନିଖୋଜ! ସନ୍ଦେହ ଘେରରେ ସ୍ବାମୀର ଭୁମିକା! ନିଖୋଜ ପତ୍ନୀ ର ସନ୍ଧାନ କରିବା ଅଥବା ଥାନାରେ ଅଭିଯୋଗ କରିବା ବଦଳରେ ଗ୍ରାମ କୁ ଫେରିଆସି ନିଶ୍ଚିନ୍ତା ବୁଲୁଥିବା ନେଇ ଜାଣିବା ପରେ ସ୍ବାମୀର ଭୁମିକା କୁ ସନ୍ଦେହ କରି ଗୋଳନ୍ଥରା ଥାନାର ଦ୍ୱାରସ୍ଥ ହୋଇଛନ୍ତି ନିଖୋଜ ମହିଳାଙ୍କ ପରିବାର ଲୋକେ। ଏପଟେ ଅଭିଯୋଗ କୁ 72 ଘଣ୍ଟା ବିତି ଯାଇଥିଲେ ମଧ୍ଯ ପୋଲିସ ମାମଲାର ତଦନ୍ତ କରିବା ବଦଳରେ ଅଭିଯୋଗ କୁ ଗ୍ରହଣ ନ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର  ଲୋକେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS