BREAKING
Loading...
:

ମାର୍ଚ୍ଚ ୮ ଏବଂ ୯ରେ ପୋଲିସ ଏସଆଇ ପରୀକ୍ଷା ନେଇ ସୂଚନା

 

 କଟକ( ମାନସ କୁମାର ସାହୁ) ମାର୍ଚ୍ଚ ୮ ଏବଂ ୯ରେ ପୋଲିସ ଏସଆଇ ପରୀକ୍ଷା ନେଇ ସୂଚନା ଜାରି । ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ହେବ ପରୀକ୍ଷା । ଓଡ଼ିଶା ପୋଲିସି ୱେସାଇଟରୁ ଆଡମିଟକାର୍ଡ ଡାଉନଲୋଡ ପରାମର୍ଶ । ପରୀକ୍ଷାର ପରିଚାଳନା କରିବ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS