BREAKING
Loading...
:

ବଡ଼ମ୍ବାରେ ସିନ୍ଧିଚୋର ଗିରଫ ,୫୦ହଜାର ଟଙ୍କାର ସାମଗ୍ରୀ ଜବତ

 ବଡ଼ମ୍ବାରେ ସିନ୍ଧିଚୋର ଗିରଫ ,୫୦ହଜାର ଟଙ୍କାର ସାମଗ୍ରୀ ଜବତ 


କଟକ (ମାନସ କୁମାର ସାହୁ) ବଡ଼ମ୍ବା ଥାନା ତରଫରୁ ଚଢ଼ାଉ କରାଯାଇ ଜନୈକ ସିନ୍ଧି ଚୋରକୁ ଗିରଫ କରାଯାଇଛି | ବଡ଼ମ୍ବା ଥାନା ଅନ୍ତର୍ଗତ ଗମେଇ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କ ଘରୁ ପିତ୍ତଳ ଏବଂ କଂସା ବାସନ ସମେତ ଅନ୍ୟ ଆସବାବ ପତ୍ର ଚୋରି ଅଭିଯୋଗ ହୋଇଥିଲା | ଅଭିଯୋଗ ମୁତାବକ ବିଭିନ୍ନ ସ୍ଥାନ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀ ସ୍ମୃତିରଞ୍ଜନ ବଳିଆରସିଂଙ୍କୁ ଗିରଫ କରାଯିବା ସହ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି | ଜବତ ସାମଗ୍ରୀର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି  ସୂଚନା ଦେଇଛନ୍ତି।।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS