BREAKING
Loading...
:

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

 ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

କଟକ(ମାନସ କୁମାର ସାହୁ) ନରସିଂହପୁର ବ୍ଲକ ଦେବଭୂଇଁ ପଞ୍ଚାୟତର ଚାଉଳିଆନାଳୀ ଗ୍ରାମର ସିମାଲି ବେହେରାଙ୍କ ୧୮ ବର୍ଷ ବୟସରେ ସନ୍ଦେହଜନକ ମୃତ୍ୟୁ ହୋଇଛି । ସିମାଲି ବେହେରା ଜୟପୁର ଗ୍ରାମର  ସରୋଜ ବେହେରାଙ୍କୁ ବିବାହ କରିଥିଲେ ।କିଛି ଦିନ ତଳେ ଦେହ ଖରାପ ହେବାରୁ ସିମାଲିଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘର କୁ ଆସିଲା ପରେ ବି ଦେହ ଖରାପ୍ ଥିଲା ଆଜି ନରସିଂହପୁର ମେଡିକାଲ୍ କୁ ଆଣି ଥିବା ବେଳେ   ତାଙ୍କର ମୃତ୍ୟୁ ହୋଇଛି । ନରସିଂହପୁର ପୋଲିସ ପ୍ରାଥମିକ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS