*ନରସିଂହପୁର ପୂର୍ଵ ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ*
କଟକ(ମଣିଭଦ୍ରା ଖବର) ନରସିଂହପୁର ପୂର୍ଵ ବନବିଭାଗ ଅଧିନ ଦେବଭୂମି ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଦଲକ ବିଟର କମ୍ପାଟମେଣ୍ଟ ୧୦ ରେ ଏକ ୫ବର୍ଷ ଛୁଆ ହାତୀ ର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ଏସିଏଫ ମନୋଜ ପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଦୁଇ ଦିନ ହେବ ହାତୀ ର ମୃତ୍ୟୁ ଘଟିଛି। ଗତକାଲି ଠୁଁ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ତାର ଶବ ବ୍ୟବଚ୍ଛେଦ କରାଯାଇଛି। ନରସିଂହପୁର ପ୍ରାଣୀଧନ ଚିକିତ୍ସା ଅଧିକାରୀ ପହଂଚି ଶବ ବ୍ୟବଚ୍ଛେଦ କରିଛନ୍ତି।
ମାନସ କୁମାର ସାହୁ, କଟକ
إرسال تعليق