ଗଂଜାମ ଜିଲ୍ଲା ଓୟୂଡବଲ୍ଯୁଜେ ପକ୍ଷରୁ ଶୋକ ସଭା।
ଗଂଜାମ (ମଣିଭଦ୍ରା ଖବର) ଗଂଜାମଜିଲା ଓୟୁଡବଲଜେ ପକ୍ଷରୁ ଗତକାଲିରାତି ରେୟୁନିୟନ କାର୍ଯ୍ୟାଳୟରେ ଆଇଜେୟୁର ପୂର୍ବ ତନଗଂଜାମଜିଲାସଭାପତିସୁଧାଶୁଂ ଶେଖରପଣ୍ଡାଓ ପୁରୀର ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀ କଂ ବିୟୋଗରେ ଡାକ୍ତର ହୃଷୀକେଶ ମହାନ୍ତି ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ପରଲୋକ ଗତ ଦୁଇ ସାମ୍ବାଦିକକଂ ପ୍ରତି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ଆତ୍ମା ର ସଦଗତିକାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗ କୁଂ ସମବେଦନା ଜ୍ଞାପନ କରାଯାଇଛି । ସୁବିଧା କାର୍ଡ ପାଇଥିବା ଜିଲ୍ଲା ର ସମସ୍ତ ସଦସ୍ୟ ମାନଙ୍କ 2025 ବର୍ଷ ପାଇଁ ନବୀକରଣ ହୋଇ ଥିବା ରୁ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ୱାପନ କରାଗଲା।ଜିଲା ରକେତକ ସଦସ୍ୟ କଂ ଏପର୍ଯ୍ୟନ୍ତ ସୁବିଧା କାର୍ଡ ଆସି ନଥିବାରୁ ତୁରନ୍ତ କାର୍ଡ ପଠାଇ ଦେବାକୁ ରାଜ୍ୟ ନେତୃବୃନ୍ଦଙ୍କ ଅନୁରୋଧ କରାଗଲା ବୈଠକ ରେ ଉପସଭାପତି ସଚ୍ଚିଦାନଂଦନାୟକ, କୋଷାଧ୍ଧକ୍ଷ ରାମପ୍ରସାଦସାମଲ, କାର୍ଯ୍ୟ କାରୀ ସଂପାଦକସୁରେଶ ଚନ୍ଦ୍ର ତ୍ରିପାଠୀ, ସଂପାଦକ ରାଜେଶ କୁମାର ପଟ୍ଟନାୟକ, ସହସଂପାଦକ ଡି ପର୍ଶୁରାମ, ଯୁଗ୍ମ ସଂପାଦକ ହରେକୃଷ୍ଣମହାନ୍ତି,,ଅଗର୍ସ ଟିଭିର ପିତାମ୍ବର ନାହାକ,ହେମନ୍ତ କୁମାର ମହାନ୍ତି, ବିଚିତ୍ରା ନଂଦମୁନୀ, କମଳ ପଣ୍ଡିତ ପ୍ରାର୍ଥ ସାରଥୀଧଳ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق