BREAKING
Loading...
:

ନିଳମାଧବ ମହାବିଦ୍ୟାଳୟ ପରିସରରେ ଵାଳିକା ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ

 ନିଳମାଧବ ମହାବିଦ୍ୟାଳୟ ପରିସରରେ ଵାଳିକା ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

ଖଣ୍ଡପଡ଼ା,୨୪/୧( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ନିଳମାଧବ ମହାବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର ନିର୍ଦେଶ କ୍ରମେ ୧୦ ଦିନଧରି ଆତ୍ମରକ୍ଷା ଅନୁଷ୍ଠିତ ହେଇଥିଲା ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ ଉଦଯାପନି ଉତ୍ସବ ଅନୁଷ୍ଠିତ ହେଉଥିଲା ମହାବିଦ୍ୟାଳୟ ଅଧ୍ୟକ୍ଷ, ରଣଜିତ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଯାପିତ କରିବାସହ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଇଂରାଜୀ ବିଭାଗ ଅଧ୍ୟାପକ, ପ୍ରଶାନ୍ତ ନାଏକ, ସଂସ୍କୃତ ବିଭାଗର ଅଧ୍ୟାପିକା ଶାରଳା ବେହେରା ସମାଜ ବିଜ୍ଞାନ ବିଭାଗ ଅଧ୍ୟାପକ, ରଶ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଶୁଭଶ୍ରୀ ସାହୁ ତାଲିମ ପ୍ରଦାନ କରିଥିଲେ ଶିକ୍ଷାବିଭାଗର ମୁଖ୍ୟ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପିକା କଲ୍ୟାଣି ପଣ୍ଡା ସଂଯୋଜନା କରିଥିଲେ ପରିଶେଷରେ ତାଲିମ୍ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS