ବ୍ରହ୍ମପୁର ଠାରେ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫୋରୁ ଜିଲ୍ଲା ସ୍ତରୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା
(ମଣିଭଦ୍ରା ଖବର) ବ୍ରହ୍ମପୁର ଠାରେ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫୋରୁ ଜିଲ୍ଲା ସ୍ତରୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।* ଏହି ଉତ୍ସବ ସମାରୋହ କୁ ସଭାପତିତ୍ୱ କରିଥିଲେ ରାଜ୍ୟ ଚେରମେନ ଶ୍ରୀଯୁକ୍ତ ଚିନ୍ତାମଣି ନାୟକ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ପ୍ରଭକ୍ତା ବ୍ରହ୍ମପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ମୋଞ୍ଚାସିନ ଅତିଥି ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ପୀତବାସ ପଣ୍ଡା,ଉପଦେଷ୍ଟା ଶ୍ରୀଯୁକ୍ତ ବନମାଳୀ ସେଠି,ସନ୍ନମାନୀତ ଅତିଥି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ନାୟକ,ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନିରଞ୍ଜନ ନାୟକ, ଅନ୍ୟତମ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ କୋଷାଧ୍ୟକ୍ଷ ଅମର ନାୟକ ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ଦୀପକ ନାୟକ ଚନ୍ଦନ ନାୟକ,ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ନିମାଇଁ,ଉପସଭାପତି ସରଜ କୁମାର ଦାସ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରୋହିତ ନାୟକ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ନାୟକ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ଓ ପଦପଦବୀ ସହ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ଶେଷରେ ସଂଘର ସୂଚନା ଅଧିକାରୀ ତ୍ରିନାଥ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق