BREAKING
Loading...
:

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରୟୋଗ କାର୍ଯ୍ୟକ୍ରମ

 ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରୟୋଗ କାର୍ଯ୍ୟକ୍ରମ।


ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର)  ଖଣ୍ଡପଡ଼ା ବ୍ଲକ ଅଧିନ ରେ ଥିବା ବିଦ୍ୟାଳୟଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ନେଇ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ବୁଧବାର ଠାରୁ ଆୟୋଜନ ଆରମ୍ଭ ହେଇଛି। ବିଦ୍ୟାଳୟ ଗୁଡିକ ରେ ସ୍ଵଳ୍ପ ମୂଲ୍ୟ ର ଶିକ୍ଷଣ ସାମଗ୍ରୀ ର ବେବହାର କରି କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା। ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର ପ୍ରୟୋଗ କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ପ୍ରଶିକ୍ଷଣ ଭାବେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଖଳି ସାହି ଲିଙ୍ଗରାଜ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS