BREAKING
Loading...
:

ପ୍ରତି ମାସରେ ହେବ ପଥୋତ୍ସବ

 ପ୍ରତି ମାସରେ ହେବ ପଥୋତ୍ସବ

ଭୁବନେଶ୍ଵର (ମଣିଭଦ୍ରା ଖବର) ଏଣିକି ବର୍ଷ ସାରା ହେବ ପଥୋତ୍ସବ। ଏ ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ପଥୋତ୍ସବ କରାଯିବ। ଶୀତ ଦିନରେ ପ୍ରତି ସପ୍ତାହରେ ପଥୋତ୍ସବ  କରାଯିବ। ଏ ନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ। ଆଜି ଭୁବନେଶ୍ଵର ଜାଗମରାରେ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା। ଶୀତୁଆ ସକାଳରେ ନାଚ ଗୀତରେ ମସଗୁଲ ହୋଇଥିଲେ ରାଜଧାନୀବାସୀ। ଗୀତ ସାଙ୍ଗକୁ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଆସର ଦେଖିବାକୁ ମିଳିଥିଲା।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS