#ମୃତ_ସହଦେବଙ୍କ_ପରିବାରକୁ_ନବୀନଙ୍କ_ସହାୟତା
*ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେବଙ୍କ ପରିବାର
*ମୃତ ସଫେଇ କର୍ମଚାରୀ ନେତା ସହଦେବ ନାୟକଙ୍କ ପରିବାରକୁ ନବୀନଙ୍କ ସହାୟତା
*ଶୁଦ୍ଧିକ୍ରିୟା ଲାଗି ୫୦ ହଜାର ଟଙ୍କା ସହାୟତା ଦେଲେ ନବୀନ
*ସହଦେବଙ୍କ ୨ ଛୁଆଙ୍କ ପାଠ ପଢ଼ା ଦାୟିତ୍ଵ ନେବେ ନବୀନ
*ସହଯୋଗ ପାଇଁ ନବୀନ ଦେଲେ ପ୍ରତିଶୃତି
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق