BREAKING
Loading...
:

ବିଧାନସଭାରେ ଶୂନ୍ୟକାଳରେ ଉଠିଲା ଆଳୁ ସଙ୍କଟ ପ୍ରସଂଗ

 *ବିଧାନସଭାରେ  ଶୂନ୍ୟକାଳରେ ଉଠିଲା ଆଳୁ ସଙ୍କଟ ପ୍ରସଂଗ 

ଭୁବନେଶ୍ଵର (ମଣିଭଦ୍ରା ଖବର) ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । କେଉଁଠୁ ଯୋଗାଣ ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଲେ ସେହି ଠିକଣା ଦିଅନ୍ତୁ । ଆଳୁ କେଉଁ ଟ୍ରେନରେ ଆସୁଛି ତାହାର ଉତ୍ତର ଦିଅନ୍ତୁ । ଆଳୁ ପ୍ରସଙ୍ଗରେ ଯୋଗଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ । ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS