BREAKING
Loading...
:

ପାଣି ପାଇଁ ଡହକ ବିକଳ ଗ୍ରାମବାସୀ

 ପାଣି ପାଇଁ ଡହକ ବିକଳ ଗ୍ରାମବାସୀ 

 ନୂଆଗାଁ (ମଣିଭଦ୍ରା ଖବର) ଏ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମରେ ।  ଏଠାରେ  ବହୁ ଦିନରୁ  ଜଳ ର ଅଭାବ ଲାଗି ରହିଛି । ଗୋଟିଏ ନଳକୂପ ହୋଇଥିବା ରୁ ଅଞ୍ଚଳବାସୀ ପାଣି ପାଇଁ ନଦୀ ନାଳକୁ ଆଶ୍ରୟ କରିଥାନ୍ତି। ତେବେ ଜଳ ସଙ୍କଟ ଦେଖା ଦେଇଥିବାରୁ ଏହି ସମସ୍ୟାକୁ ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗୋଟିଏ ସୋଲାର ପମ୍ପ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ । 

ଆକାଶ କୁମାର ନାୟକ, ନୂଆଗାଁ 

Post a Comment

Previous Post Next Post
Header ADS