*ତତ୍ପପାଣି ରେ ଓଲଟିଲା କଣ୍ଟେନର ଜଣେ ମୃତ ଜଣେ ଗୁରୁତର।*
*ହରିଆଣାରୁ ବ୍ରହ୍ମପୁର ଡ୍ରେସ ନେଇ ଆସୁଥିଲା କଣ୍ଟେନର*
*ଡ୍ରାଇଭର ଚାପି ହୋଇ ମୃତ । ହେଲ୍ପର ଗୁରୁତର।*
*ସାନଖେମୁଣ୍ଡି ଅଗ୍ନିଶମ ବିଭାଗୀୟ ଅଧିକାରୀ ଧିରଜ ଚାପି ହୋଇଥିବା ମୃତ ଡ୍ରାଇଭର କୁ ଉଦ୍ଧାର କରୁଥିବା ବେଳେ ଅଧିକାରୀଙ୍କ ବାମ ହାତ ର ଅଙ୍ଗୁଳି କଟି ଯାଇଥିବା ଜଣାପଡିଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق