*ପଦ୍ମ_ଧରିଲେ_ଭଞ୍ଜନଗର_ବ୍ଲକ_ଅଧ୍ୟକ୍ଷ -ବିଜେଡି ଛାଡ଼ି ବିଜେପିରେ ମିଶିଲେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ*
*-ବିଜେଡି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ*
*-ବ୍ଲକ ଅଧ୍ୟକ୍ଷ ଓ ୩ ସମିତି ସଭ୍ୟ ବିଜେପିରେ ମିଶିଲେ*
*-ଭଞ୍ଜନଗର ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍.
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment