BREAKING
Loading...
:

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା

  ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା 

ଭୁବନେଶ୍ଵର (ମଣିଭଦ୍ରା ଖବର) ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ। ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ। ବନ୍ଦ ହେବ ଯାତ୍ରାରେ ପରିବେଷଣ ହେଉଥିବା ଅଶ୍ଲୀଳତା ନୃତ୍ୟ  ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ।କାରଣ ଏପରି ନୃତ୍ୟକୁ ବନ୍ଦ କରିବାକୁ  ଅଣ୍ଟା ଭିଡିଛନ୍ତି  ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଯାତ୍ରା ରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ ଖୁବ୍ ଶିଘ୍ର ବନ୍ଦ ହେବ। ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା। ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି  ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS