BREAKING
Loading...
:

ହରିଣ ଶିଙ୍ଗ ସହିତ ଧରାପଡିଲେ ଦୁର୍ବୃତ୍ତ

 ହରିଣ ଶିଙ୍ଗ ସହିତ ଧରାପଡିଲେ ଦୁର୍ବୃତ୍ତ:

କଟକ(ମଣିଭଦ୍ରା ଖବର) ହରିଣ ଶିଙ୍ଗ ସହିତ ଧରାପଡିଲେ ଦୁର୍ବୃତ୍ତ: ବଡ଼ମ୍ବା ଥାନା ଅଧୀନ ଭଟ୍ଟାରିକା ଛକ ଠାରେ ବୁଲେଟ ବାଇକ ସହ ଧରାପଡିଲେ ଶିଙ୍ଗ ଚାଲାଣ କରି ନେଉଥିବା ଅଭିଯୁକ୍ତ। ଅଭିଯୁକ୍ତର ନାମ ସତ୍ୟବ୍ରତ ନାୟକ ଘର କେନ୍ଦ୍ରାପଡା ଅଞ୍ଚଳରେ। ଅଭିଯୁକ୍ତ ଜଣକ ହରିଣ ଶିଙ୍ଗ ନେଇ ବଡ଼ମ୍ବା ଦେଇ ଅନ୍ୟ ସ୍ଥାନକୁ ଯିବା ସମୟରେ ବଡ଼ମ୍ବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଏସ ଆଇ ସମ୍ବିତ ସ୍ବାଇଁ ଙ୍କ ନେତୃତ୍ୱରେ ଏକ ଟିମ୍ ଭଟ୍ଟାରିକା ଛକ ଠାରେ ଧରିଥିଲେ।

ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS