BREAKING
Loading...
:

ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି

 ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି 

ଭୁବନେଶ୍ଵର ( ମଣିଭଦ୍ରା ଖବର) ଟାଉନ ଥାନା ଅନ୍ତର୍ଗତ ଖଲିକୋଟ କଲେଜ ଆର୍ କେ ହଷ୍ଟେଲ ରେ ଗୋଟିଏ ଲୋକାଲ୍ ଛାତ୍ର ଙ୍କୁ ହୋଷ୍ଟେଲ ଭିତରେ ନେଇ ମାରପିଟ୍ କରୁଥିବା ଜଣାପଡିଛି । ବାପା ଭାଇ ଖବର ପାଇ ଆସିବା ପରେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିବା ଜଣାପଡିଛି । ବର୍ତ୍ତମାନ୍ ସେହି ଛାତ୍ର କୁ ଏକ ରୁମ୍ ଭିତରେ ରଖି ମାଡ଼ ମାରୁଥିବା ସୂଚନା । ବିପଦପୂର୍ଣ୍ଣ ଅବସ୍ଥାରେ ଛାତ୍ର ଙ୍କ ଜୀବନ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS