ସୋମବାର ବ୍ରହ୍ମପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର।
ବ୍ରହ୍ମପୁର ITI ପରିଦର୍ଶନ ସହିତ ମା ତାରା ତାରିଣୀଙ୍କ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କାରିବେ।
ସୋମବାର ରାତ୍ରୀ ରହଣୀ ପରେ ମଙ୍ଗଳବାର ସକାଳେ ଭୁବନେଶ୍ଵର ଫେରିବା କାର୍ଯ୍ୟକ୍ରମ ରହିଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment