*ଦଲାଲ ମୁକ୍ତ ହେବ ରାଜ୍ୟର ସମସ୍ତ ଜମି ପଞ୍ଜୀକରଣ କାର୍ଯ୍ୟାଳୟ
* ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମକୁ ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
* ସବୁ ଜିଲ୍ଲା ପଞ୍ଜୀକରଣ ଅଫିସ୍ ସହ ତହସିଲ୍ ସ୍ତରରେ କାର୍ଯ୍ୟକାରୀ ହେଲା
* ରାଜ୍ୟର ୨୦୫ଟି ନିବନ୍ଧକ ଓ ଉପନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହେଲା
* ୪ ଡିସିମିଲରୁ କମ୍ ଜମିଥିବା ଲୋକଙ୍କୁ ଭୂମିହୀନ ବିବେଚନା କରାଯିବ
* ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ କହିଲେ ରାଜସ୍ୱ ମନ୍ତ୍ରୀ
* ଆଉ ଜମି ବିକ୍ରି କରିପାରିବେ ନାହିଁ ଭୂମିହୀନ- ରାଜସ୍ୱ ମନ୍ତ୍ରୀ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق