BREAKING
Loading...
:

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ

 ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ 

ଭୁବନେଶ୍ଵର ( ମଣିଭଦ୍ରା ଖବର) ବାତ୍ୟା ବିପନ୍ନଙ୍କ ସହାୟତା ଓ ପୁନର୍ଗଠନ କାର୍ଯ୍ୟ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବି ଏନ୍  ଲ୍ୟାଣ୍ଡ କନ୍ସଲ୍ ଟାନ୍ସି ପ୍ରାଇଭେଟ୍ ଲିମିଟେଡ ର ପରିଚାଳନା ନିର୍ଦ୍ଦେଶକ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୨ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରୁଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS