BREAKING
Loading...
:

ଅମାନିଆ ମୋ ବସ ,ମୋ ବସ ଧକ୍କାରେ କଟିଗଲା ଯୁବତୀଙ୍କ ହାତ

 *ଅମାନିଆ ମୋ ବସ ,ମୋ ବସ ଧକ୍କାରେ କଟିଗଲା ଯୁବତୀଙ୍କ ହାତ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର*

ଭୁବନେଶ୍ଵର (ମଣିଭଦ୍ରା ଖବର) ପୁଣି ଅଘଟଣ ଘଟାଇଲା ମୋ ବସ୍। ଚନ୍ଦ୍ରଶେଖରପୁରରେ ମୋ ବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କ ହାତ କଟିଯାଇଥିବା ସୂଚନା ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS