BREAKING
Loading...
:

ଏଣିକି ୭ ବର୍ଷ ପରେ ଏସଆଇରୁ ଇନିସପେକ୍ଟର

 


ଭୁବନେଶ୍ଵର ( ମଣିଭଦ୍ରା ଖବର) ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଉଥିଲେ । ସବ୍ ଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏବେ ଏହି ସମୟସୀମାକୁ ହ୍ରାସ କରି ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ଏସଆଇ ପଦରେ ରହିବା ପରେ ଇନ୍ସପେକ୍ଟର ପଦକୁ ପଦୋନ୍ନତି ପାଇବେ ବିଭାଗୀୟ ଅଧିକାରୀ । 

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS