*ଦୀପାଳବିରେ ରାଜଧାନୀରେ ବଡ ଅଘଟଣ; ୧ ନମ୍ବର ହାଟ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ଜଳିଗଲା ଏକାଧିକ ଦୋକାନ*
*ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ । ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ଏକାଧିକ କପଡା ଦୋକାନ । ନିଆଁକୁ ଆୟତ୍ତ କଲେ ଦମକଳବାହିନୀ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ଆଶଙ୍କା ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment